Videos
|
Odisha

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ନାବାଳକ

Ritu Das
Browse all articles by Ritu Das
·2 years ago
ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ନାବାଳକ

ଅର୍ଗସ ବ୍ୟୁରୋ: ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ଗ୍ରାମର ବୃନ୍ଦାବନ ବାରିକଙ୍କ ପୁଅ  ଖରସ୍ରୋତା ନଦୀର ଜଳ ଘାଟକୁ ଗାଧେଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ମିକୁ ବାରିକ (୧୩)। 

ମିକୁ ଆଜି ଗାଧୋଇବାକୁ  ଯାଇଥିବା ବେଳେ ହଠାତ ଅସାବଧାନତାବଶତଃ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The minor drowned | Argus News