Videos
|
Odisha

ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୬ଟି ଛେଳି ଜିଅନ୍ତା ଦଗ୍ଧ  

Manini Pattanayak
Browse all articles by Manini Pattanayak
·2 years ago
ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୬ଟି ଛେଳି ଜିଅନ୍ତା ଦଗ୍ଧ  

ବ୍ରହ୍ମପୁର: ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ଫଳରେ ୬ଟି ଛେଳି ଜିଅନ୍ତା ଦଗ୍ଧ ।  ଆସିକା ଥାନା ଅନ୍ତର୍ଗତ ଖଣ୍ଡ ଦେଉଳି ଗ୍ରାମରେ ଉଦୟ ଗୌଡ଼ଙ୍କ ଛେଳି ଗୁହାଳରେ ରାତିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ନିଆଁରେ ଜିଅନ୍ତା ୬ ଟି ଛେଳି ଦଗ୍ଧ ହୋଇ ଯାଇଥିବା ବେଳେ ୪ ଟି ଛେଳି ଅଧା ପୋଡି ଯାଇଛନ୍ତି ।

ଅନ୍ୟ  ୪ଟି ଛେଳିକୁ ନେଇ ଯାଇନ୍ତି ଦୁର୍ବୃତ୍ତ । ସୂଚନା ପ୍ରକାରେ ଖଣ୍ଡଦେଉଳି ଗ୍ରାମର ଉଦୟ ଗୌଡ଼ଙ୍କ ମୋଟ ୨୦ଟି ଛେଳି ଥିଲା। ସେ ଛେଳି ପାଳନ କରି ପରିବାର ଚଳାଉ ଥିଲେ। ଗତକାଲି ରାତ୍ର ପ୍ରାୟ ୧୧ ଟା ସମୟରେ ଛେଳି ଗୁହାଳରେ ଥିବା ବେଳେ ରାତିରେ କିଛି ଲୋକ ତାଙ୍କ ଗୁହାଳରେ ନିଆଁ ଲଗାଇ ଦେଇଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The miscreants set fire to the goat cage, six goats were burnt alive | Argus News