Videos
|
Odisha

ପୁଣି ବିଧାୟକ ହେଲେ ହଟହଟା, ପ୍ରକଳ୍ପ ଉଦଘାଟନ କରିବାକୁ ଆସି ଫେରିଗଲେ ବିଧାୟକ

Banajyotshna Ray
Browse all articles by Banajyotshna Ray
·2 years ago
ପୁଣି ବିଧାୟକ ହେଲେ ହଟହଟା, ପ୍ରକଳ୍ପ ଉଦଘାଟନ କରିବାକୁ ଆସି ଫେରିଗଲେ ବିଧାୟକ

ଅର୍ଗସ ବ୍ୟୁରୋ: ପୁଣି ବିଧାୟକ ହେଲେ ହଟହଟା  l ଭୋଗରାଇ ବ୍ଲକ  ଆରୁହାବୃତି -୧ ପଂଚାୟତ ହୁଡ଼ାପାଳ ଠାରେ ଆଜି ୨ କୋଟି ୧୪ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଆସି ଫେରିଗଲେ ବିଧାୟକ ଅନନ୍ତ ଦାସ l ବିଜେଡ଼ି କର୍ମୀଙ୍କ ମଧ୍ୟରେ ହୋହାଲ୍ଲା, ପାଟିତୁଣ୍ଡ ଓ ପ୍ରବଳ ଗଣ୍ଡଗୋଳ ପାଇଁ ପ୍ରକଳ୍ପ ଉଦ୍ଘାଟନ କରିପାଳିଲେଣି ବିଧାୟକ l ନଡ଼ିଆ ଫଟାଇ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ସ୍ଥାନୀୟ ଲୋକେ l ବିଜେଡି ଗୋଷ୍ଟି କନ୍ଦଳ ପାଇଁ ଉଦ୍ଘାଟନ କରି ନ ପାରି  ବିଧାୟକ ଫେରିଥିବା ସୂଚନା l କର୍ମୀଙ୍କ ମଧ୍ୟରେ ଦେଖାଦେଇଛି  ପ୍ରବଳ ଉତ୍ତେଜନା l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The MLA came back to inaugurate the project | Argus News