Videos
|
Odisha

କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ

Manini Pattanayak
Browse all articles by Manini Pattanayak
·2 years ago
କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ

ଜଗତସିଂହପୁର: କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ। ଜଗତସିଂହପୁର ଥାନାରେ ପହଞ୍ଚି ଲୋକଙ୍କ ସହ ଉତ୍ତମ ବ୍ୟବହାର କରିବାକୁ  କଲେ ତାଗିଦ। ଗୋଟେପଟେ ପୋଲିସ ଡିଜି ଅରୁଣ ଷଡଙ୍ଗୀ ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ କହିଥିବା ବେଳେ ଗ୍ରାଉଣ୍ଡରେ କିନ୍ତୁ ସ୍ଥିତି କିଛି ଅଲଗା ।

ଜଗତସିଂହପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା । ଏ ବିଷୟରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଜାଣିବା ପରେ ଥାନାରେ ପହଁଞ୍ଚି ଥାନା ଅଧିକାରୀଙ୍କୁ ତାଗିଦ କରିଥିଲେ । ଏହା ସହ ଲୋକଙ୍କ ସହ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Jagatsinghpur MLA reached the police station with a pen and paper | Argus News