Videos
|
Odisha

ସ୍ତ୍ରୀ ଏବଂ ଛୁଆକୁ ବଞ୍ଚେଇବାକୁ ଯାଇ ନଦୀକୁ ଡେଇଁଲା ସ୍ୱାମୀ 

Manini Pattanayak
Browse all articles by Manini Pattanayak
·2 years ago
ସ୍ତ୍ରୀ ଏବଂ ଛୁଆକୁ ବଞ୍ଚେଇବାକୁ ଯାଇ ନଦୀକୁ ଡେଇଁଲା ସ୍ୱାମୀ 

କେନ୍ଦ୍ରାପଡା: ଛୁଆକୁ ଧରି ନଦୀକୁ ଡେଇଁଲା ମା । ଆଳି ଥାନା ଅନ୍ତର୍ଗତ ଖନ୍ଦଳ ଗାଁର ମା ପୁଅକୁ ଧରି ନଦୀକୁ ଡେଉଁଥିବା ବେଳେ  ମା ପୁଅକୁ ବଞ୍ଚେଇବାକୁ ଯାଇ ନଦୀକୁ ଡେଇଁଲେ ସ୍ୱାମୀ।  
ସୂଚନାମୁତାବକ,  ପାରିବାରିକ କଳହକୁ କେନ୍ଦ୍ର କରି ଖନ୍ଦଳ ଗାଁର ମନୀଷା ବେହେରା ଓ ତାଙ୍କର ପୁଅକୁ ନେଇ ଆଳି ଗଡ଼ଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଡେଇଁପଡିଥିଲେ।

ତାଙ୍କ ସ୍ୱାମୀ କିଶୋର ବେହେରା ପୁଅ ଓ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡିଥିଲେ।  ସେହି ସମୟରେ ସ୍ଥାନୀୟ ଲୋକ ଏକ ଭୁଟୁଭୁଟି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଛୁଆ ଦେହ ଖରାପ ଥିବାରୁ କଟକ ମେଡିକାଲକୁ ସ୍ଥାନନ୍ତରୀତ କରାଯାଇଛି।

ଅଧିକ ପଢନ୍ତୁ  ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The husband jumped into the river to save his wife and child | Argus News