Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୌସେନା ମୁଖ୍ୟ ସମୁଦ୍ର ତଟରେ 5ଟି ଜାହାଜର ସ୍ଥିତି କଲେ ଅନୁଧ୍ୟାନ

Odisha

ନୌସେନା ମୁଖ୍ୟ ସମୁଦ୍ର ତଟରେ 5ଟି ଜାହାଜର ସ୍ଥିତି କଲେ ଅନୁଧ୍ୟାନ

Banajyotshna Ray
Browse all articles by Banajyotshna Ray
·1 year ago
ନୌସେନା ମୁଖ୍ୟ ସମୁଦ୍ର ତଟରେ 5ଟି ଜାହାଜର ସ୍ଥିତି କଲେ ଅନୁଧ୍ୟାନ

ଅର୍ଗସ ବ୍ୟୁରୋ:  ପୁରୀରେ  ନୌସେନା ମୁଖ୍ୟ ଦିନେଶ୍.କେ ତ୍ରିପାଠୀ। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ନୌସେନା ମୁଖ୍ୟଙ୍କ ସମେତ କିଛି ଅଧିକାରୀ ପହଞ୍ଚି ସମୁଦ୍ର ତଟରେ ନୌସେନାର ଲାଗିଥିବା 5ଟି ଜାହାଜର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁରୀରେ ନୌସେନା ଦିବସ ପାଳନ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ନୌସେନା ମୁଖ୍ୟ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ନେଇଛନ୍ତି ଆର୍ଶୀବାଦ । ଆସନ୍ତା ଡିସେମ୍ବର 4 ତାରିଖରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ନୌସେନା ଦିବସ। ଏଥିରେ ମହାମହୀମ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Navy chief surveyed the position of 5 ships on the coast | Argus News