|
logo
Live
Argus News App
GET APP

Argus News - ଜୀବନ ହାରିଲେ ନର୍ସରୀ ଫରେଷ୍ଟର

Odisha

ଜୀବନ ହାରିଲେ ନର୍ସରୀ ଫରେଷ୍ଟର

Rashmita Mishra
Browse all articles by Rashmita Mishra
·1 year ago
ଜୀବନ ହାରିଲେ ନର୍ସରୀ ଫରେଷ୍ଟର

ଅର୍ଗସ ବ୍ୟୁରୋ:  ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀ ଫରେଷ୍ଟର ଆତ୍ମହତ୍ୟା ଘଟଣା । ଭବାନୀପାଟଣା ଟାଉନଥାନା ରେ ଫରେଷ୍ଟରଙ୍କ ଭାଇଙ୍କ ବୟାନ ରେକର୍ଡ। ସେ ତାଙ୍କ ବୟାନରେ କହିଛନ୍ତି, ସଞ୍ଜୟଙ୍କ ଆତ୍ମହତ୍ୟା  ପାଇଁ ରାୟଗଡା ଡି.ଏଫ.ଓ ଦାୟୀ। ରିସର୍ଚ୍ଚ ଓ୍ବିଙ୍ଗ ଚାରା ରୋପଣ ପାଇଁ ସଞ୍ଜୟ ଘରୁ ଦେଇଥିଲେ ପିସି ଟଙ୍କା। ଶ୍ରମିକ ମାନଙ୍କୁ ମଧ୍ୟ ତିନି ଲକ୍ଷରୁ ଉର୍ଦ୍ଧ୍ଵ ଆଡଭାନ୍ସ ଦେଇଥିଲେ। ପିସି ଦେଲାପରେ ମଧ୍ୟ ଆକ୍ରୋଶ ରଖି ତାଙ୍କୁ ବଲାଙ୍ଗୀର କୁ ବଦଳି କରିଦେଇଥିଲେ। ଏବେ ବଡ ପ୍ରଶ୍ନ ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜୀବନ ହାରିଲେ ନର୍ସରୀ ଫରେଷ୍ଟର | Argus News