Videos
|
Odisha

ଭୋଟ୍‌ ଦେବାକୁ ଆସି ବୁଥ୍‌ରେ ଟଳି ପଡିଲେ ବୃଦ୍ଧ

Banajyotshna Ray
Browse all articles by Banajyotshna Ray
·2 years ago
ଭୋଟ୍‌ ଦେବାକୁ ଆସି ବୁଥ୍‌ରେ ଟଳି ପଡିଲେ ବୃଦ୍ଧ

ଅର୍ଗସ ବ୍ୟୁରୋ: ବୁଥ୍‌ ଭିତରେ ଟଳି ପଡିଲେ ବୃଦ୍ଧ। ଇଶ୍ୱରପୁର ମେଡିକାଲରେ ବୃଦ୍ଧଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ। ଭୋଟ୍‌ ଦେବାକୁ ଆସି ବୁ୍‌ଥ ରେ ଟଳି ପହିଲେ ବୃଦ୍ଧ।ମୃତକ ସୁରେନ୍ଦ୍ର ମହାନ୍ତି ପତ୍ନୀଙ୍କ ସହ ଭୋଟ୍‌ ଦେବାକୁ ଆସିଥିଲେ। ୭୭ ବର୍ଷୀୟ ସୁରେନ୍ଦ୍ର ପ୍ରଥମେ ଅଚେତ ହୋଇପଡିଗଲେ। ନୀଳଗିରି ଇଶ୍ୱରପୁର ପଞ୍ଚାୟରତ ୧୫୯ ନଂ ବୁଥ୍‌ରେ ଅଘଟଣ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The old man dead in the booth after coming to vote | Argus News