Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧାନ ବିଲରେ ପଡ଼ି ବୃଦ୍ଧ ମୃତ

Odisha

ଧାନ ବିଲରେ ପଡ଼ି ବୃଦ୍ଧ ମୃତ

Ritu Das
Browse all articles by Ritu Das
·2 years ago
ଧାନ ବିଲରେ ପଡ଼ି ବୃଦ୍ଧ ମୃତ

ଅର୍ଗସ ବ୍ୟୁରୋ: ଧାନ ବିଲରେ ପଡ଼ି 50 ବର୍ଷ ବୟସ୍କ ଜଳେଶ୍ବର ମଲିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳେ ଜଳେଶ୍ଵର ମଲିକ ନିଜ ଧାନ କ୍ଷେତକୁ ଦେଖି ଯାଇଥିଲେ। କିନ୍ତୁ ଆଉ ଘର କୁ ଫେରି ନ ଥିଲେ। 

ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ବିଲକୁ ଯାଇ ଦେଖିଲା ବେଳେ ବିଲ ପାଣିରେ ପଡ଼ି ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଲେ । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ ଏକ ନମ୍ବର ୱାର୍ଡ ବଡ଼ଗାଁରେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The old man fell | Argus News