Videos
|
Odisha

କଲରାପତରିଆ ଘରେ ପଶି ମଣିଷକୁ କଲା ଶିକାର

Rashmita Mishra
Browse all articles by Rashmita Mishra
·2 years ago
କଲରାପତରିଆ ଘରେ ପଶି ମଣିଷକୁ କଲା ଶିକାର

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ରେ ଲୋମଟାଙ୍କୁରା ଘଟଣା ଘଟିଛି । ଗୋଟିଏ କଲରାପତରିଆ ଘରେ ପଶି ମଣିଷ ଶିକାର କରିଛି । ବୃଦ୍ଧାଙ୍କୁ ଘରୁ ଟାଣି ନେଇ ପ୍ରାୟ ୨୦୦ ମିଟର ଦୂରରେ ଶରୀରର ଅର୍ଦ୍ଧାଧିକ ଖାଇବା ପରେ ଜଙ୍ଗଲକୁ ଚାଲି ଯାଇଛି। ଆଜି ସକାଳେ ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗାଁରେ କିଛି ଦିନ ତଳେ ଗୋଟିଏ ମଣିଷ ଖିଆ ବାଘ ମାତିଥିଲା । ପ୍ରାୟ ୫ରୁ ୬ଜଣଙ୍କୁ ଆକ୍ରମଣ କରିଥିଲା । ବହୁ କଷ୍ଟରେ ବନ ବିଭାଗ ଏହାକୁ କାବୁ କରିବା ପରେ ଓଡ଼ିଶା-ଛତିଶଗଡ଼ ସୀମାରେ ରହିଥିବା ଉଦନ୍ତୀ-ସୀତାନଦୀ ଅଭୟରଣ୍ୟରେ ଛାଡ଼ି ଦିଆଯାଇଥିଲା।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The old woman was dragged from the house and dragged about 200 meters away | Argus News