Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଥୋତ୍ସବର କ୍ରେଜ, ନାଚ ଗୀତରେ ଝୁମୁଛନ୍ତି ରାଜଧାନୀବାସୀ

Banajyotshna Ray
Browse all articles by Banajyotshna Ray
·2 years ago
ପଥୋତ୍ସବର କ୍ରେଜ, ନାଚ ଗୀତରେ ଝୁମୁଛନ୍ତି ରାଜଧାନୀବାସୀ

ଅର୍ଗସ ବ୍ୟୁରୋ:  ଶୀତୁଆ ସକାଳେ ରାଜଧାନୀରେ ପୁଣି ଆରମ୍ଭ ହୋଇଛି ପଥୋତ୍ସବ । ନାଚ ଗୀତରେ ଝୁମୁଛନ୍ତି ରାଜଧାନୀବାସୀ । ଚଳିତ ବର୍ଷ ୩ଟି ଜୋନ୍‌ରେ ଏହି ପଥୋତ୍ସବ ହେବାକୁ ଥିବା ବେଳେ ଆଜି ପ୍ରଥମ ପଥୋତ୍ସବ କାର୍ଯ୍ୟକ୍ରମ ମାଷ୍ଟରକ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେଉଛି । ସକାଳ ସାଢ଼ଷ ୬ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ସକାଳ ସାଢ଼ଷ ୯ଟା ପର୍ଯ୍ୟନ୍ତ ଚାଲିବ ।

ବିଗତ ବର୍ଷଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥୋତ୍ସବ ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମରେ ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତିକୁ ଅଧିକ ଧ୍ୟାନ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The path utsav has begun in bhubaneswar | Argus News