ସାତ ଦଫା ଦାବୀ ନେଇ ଭୋଟ ବର୍ଜନ ନିଷ୍ପତି ନେଲେ ମଢେଇକଚା ପଞ୍ଚାୟତବାସୀ
·2 years ago

ଅର୍ଗସ ବ୍ୟୁରୋ: ସାତ ଦଫା ଦାବୀ ନେଇ ଭୋଟ ବର୍ଜନର ନିଷ୍ପତି ନେଲେ ମୟୂରଭଞ୍ଜ ଜିଲ୍ଲା ବିଜାତାଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଞ୍ଚାୟତବାସୀ।। ପ୍ରାଥମିକ ଚିକିତ୍ସାକେନ୍ଦ୍ର, ଆର ଆଇ ଅଫିସ, ପୋଷ୍ଟ ଅଫିସ ଏହିପରି ସାତଟି ଦାବି ରହିଛି । ଗାଁରେ ରାସ୍ତା ନାହିଁ, ଏବଂ ବିଦ୍ୟୁତ୍ ସଂଯୋଗୀ କରଣ ମଧ୍ୟ ହୋଇନାହିଁ । ତେଣୁ ପଞ୍ଚାୟତର ଶତାଧିକ ଲୋକ ଏକ ବୈଠକ କରିବା ସହ ନିର୍ବାଚନ ପୂର୍ବରୁ ଏହି ମୌଳିକ ସୁବିଧା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: