Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ ନିଷ୍ପତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:  ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଭିଲାପୁଟ, ଜାନିଗୁଡା ସେମିଳିଗୁଡାର ଲୋକେ ଭୋଟ୍ ବର୍ଜନ କରିଛନ୍ତି। ରାସ୍ତା, ପାନୀୟ ଜଳ ଓ ଶିକ୍ଷ୍ୟା ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ଚାରିଶହରୁ ଉର୍ଦ୍ଧ୍ୱ ଭୋଟର୍ ଭୋଟ ବର୍ଜନ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ୨୫ ବର୍ଷର ସ୍ଥିର ସରକାର ବିଭିନ୍ନ ଯୋଜନାର ଆଳ ଦେଖାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି। କିନ୍ତୁ ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The people of three villages rejected the vote | Argus News