Videos
|
Odisha

ବିନା ଦୋଷରେ ୬୦ ଘଣ୍ଟା ଧରି ଯୁବକକୁ ମାଡ ମାରିଲା ପୋଲିସ 

Manini Pattanayak
Browse all articles by Manini Pattanayak
·2 years ago
ବିନା ଦୋଷରେ ୬୦ ଘଣ୍ଟା ଧରି ଯୁବକକୁ ମାଡ ମାରିଲା ପୋଲିସ 

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସର ଦବଙ୍ଗଗିରି। ବିନା ଦୋଷରେ ଦୀର୍ଘ ୬୦ ଘଣ୍ଟା ଧରି ଯୁବକକୁ ଅଟକ ରଖି ମାରିଲେ ମାଡ । ସୂଚନା ଅନୁଯାୟୀ ସୁବଳୟା ଥାନା ଅର୍ନ୍ତଗତ ଟେଭାପଦର ଗାଁର ମହେନ୍ଦ୍ର ମହାଳିକ ଟ୍ରାକ୍ଟରର ଲୁହା ଲଙ୍ଗଳ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ପୋଲିସ ସେହି ଗାଁର ଜଗନ୍ନାଥ କର୍ମୀ ନାମକ ଯୁବକକୁ ଅଟକ ରଖିଥିଲେ। ତେବେ ତାଙ୍କୁ ଦିର୍ଘ ୩ ଦିନ ପର୍ଯ୍ୟନ୍ତ ଥାନାରେ ରଖି ପୋଲିସ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୁବଳୟା ଥାନା ଏଏସଆଇ ସୋନ୍ତୋଷ ସିନ୍ଦିରିଆ ପଚରା ଉଚୁରା ଆଳରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଯୁବକ ଜଣକ l

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The police beat the youth for 60 hours without fault | Argus News