Videos
|
Odisha

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣାଗ୍ରସ୍ତ

Ritu Das
Browse all articles by Ritu Das
·2 years ago
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣାଗ୍ରସ୍ତ

ଅର୍ଗସ ବ୍ୟୁରୋ: ଭଞ୍ଜନଗରରୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣା। ଡିଆରଡିଏ ଛକ ନିକଟରେ ଡିଭାଇଡରରେ ପିଟି ହେଲା ବସ। ଜଣେ ପୋଲିସ କର୍ମଚାରୀ ଆହତ। ଅଳ୍ପକେ ବର୍ତ୍ତିଲେ ବସରେ ଥିବା ଅନ୍ୟକର୍ମଚାରୀ। 

୨୦ ଜଣ ପୋଲିସ କର୍ମଚାରୀକୁ ନେଇ ଫେରୁଥିଲା ବସ। ସେପଟେ କଟକରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The police bus met with | Argus News