|
logo
Live
Argus News App
GET APP

Argus News - ବର୍ବରତାର ସୀମା ଟପିଲା ପୋଲିସ, ବିନା ଅପରାଧରେ ପୋଲିସର ଥାର୍ଡ ଡିଗ୍ରୀ

Odisha

ବର୍ବରତାର ସୀମା ଟପିଲା ପୋଲିସ, ବିନା ଅପରାଧରେ ପୋଲିସର ଥାର୍ଡ ଡିଗ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ବର୍ବରତାର ସୀମା ଟପିଲା ପୋଲିସ, ବିନା ଅପରାଧରେ ପୋଲିସର ଥାର୍ଡ ଡିଗ୍ରୀ

ଅର୍ଗସ ବ୍ୟୁରୋ:  ବର୍ବରତାର ସୀମା ଟପିଲା ପୋଲିସ। କୋରାପୁଟରେ ଜଣେ ଯୁବକଙ୍କୁ ରାତିରେ ଘରୁ ଉଠାଇନେଇ ଥାର୍ଡ ଡିଗ୍ରୀ ଟର୍ଚ୍ଚର କରିଥିବା ଅଭିଯୋଗ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାରେ ଜଣେ ଯୁବକଙ୍କୁ ମଧ୍ୟରାତ୍ରୀରେ ଉଠାଇ ନେଇଥିଲା ପୋଲିସ। ଥାନାରେ ବିନା ଅପରାଧରେ ପୋଲିସ କର୍ମଚାରୀ ତାଙ୍କୁ ଥାର୍ଡ ଡିଗ୍ରୀ ଟର୍ଚ୍ଚର କରିଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କର ଶରୀରର ବିଭିନ୍ନ ସ୍ଥାନ ଲାଲ ପଡି ଫୁଲିାଉଥିବା ଦେଖିବାକୁ ମିଳିଛି। ଆଖିରେ ମଧ୍ୟ ଆଘାତ ଲାଗିଛି। ତେବେ ଏନେଇ ପୋଲିସ ଚିକିତ୍ସା ପାଇଁ ପାଞ୍ଚ ହଜାର ଟଙ୍କା ଯାଚୁଥିବା ପରିବାର ଅଭିଯୋଗ କରିଛନ୍ତି। ତେବେ ଏନେଇ କୋରାପୁଟ ଡିଆଇଜିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବର୍ବରତାର ସୀମା ଟପିଲା ପୋଲିସ, ବିନା ଅପରାଧରେ ପୋଲିସର ଥାର୍ଡ ଡିଗ୍ରୀ | Argus News