Videos
|
Odisha

ବଡଦାଣ୍ଡରେ ଚାଲିଚାଲି ଗଲେ ରାଷ୍ଟ୍ରପତି

Swayangprajna Mishra
Browse all articles by Swayangprajna Mishra
·1 year ago
ବଡଦାଣ୍ଡରେ ଚାଲିଚାଲି ଗଲେ ରାଷ୍ଟ୍ରପତି

ପୁରୀ : ବଡଦାଣ୍ଡରେ ଚାଲିଚାଲି ଗଲେ ରାଷ୍ଟ୍ରପତି । ପୁରୀ ବଡଦାଣ୍ଡରୁ ଚାଲିଚାଲି ଗଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । 

ଅଧିକ ପଢନ୍ତୁ : ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ଶ୍ରୀମନ୍ଦିରରୁ ଫେରି ମହାମହିମ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା 75 ତମ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅପରାହ୍ନ 12ଟାରେ ମହାମହୀମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଯିବେ। ରାଜଭବନରେ ଭୋଜନ ସାରି ବ୍ଲୁଫ୍ଲାଗ୍ ବିଚ୍ ରେ ଅପରାହ୍ନ 4.08 ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The President walked from puri badadanda to shreemandira | Argus News