Videos
|
Odisha

ଉପକାରାଗାରରୁ ଚମ୍ପଟ ମାରିଲା କଏଦୀ

Banajyotshna Ray
Browse all articles by Banajyotshna Ray
·2 years ago
ଉପକାରାଗାରରୁ ଚମ୍ପଟ ମାରିଲା କଏଦୀ

ଅର୍ଗସ ବ୍ୟୁରୋ:  ରାଇରଙ୍ଗପୁର ଉପକାରାଗାରରୁ ଚମ୍ପଟ ମାରିଲା କଏଦୀ । ଶନିବାର ଦିନ ପାଖାପାଖି ୨.୫୫ ସମୟରେ ମେନ ଗେଟ୍ ଦେଇ କଏଦୀ ଫେରାର । ଫେରାର କଏଦୀର ନା ଛୁଟୁ ଇଲେସ ମୁକୁନ୍ଦ ଲୋହାର। ସେ ଆଜୀବନ ଦଣ୍ଡାଦେଶ ପାଇ ଦୀର୍ଘ ବର୍ଷ ଧରି ଜେଲରେ ଥିଲେ।  ଏନେଇ ଗତ କାଲି ସନ୍ଧ୍ୟାରେ ରାଇରଙ୍ଗପୁର ଟାଉନ ଥାନାରେ ଏତଲା ଦିଆଯାଇଛି। କଡ଼ା ସୁରକ୍ଷା ବଳୟ ଭିତରେ ଥିବା କାରାଗାର ଭିତରୁ କୋଏଦୀ କେମିତି ଚମ୍ପଟ୍ ମାରିଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The prisoner jumped out of the jail | Argus News