Videos
|
Odisha

କିଏ ହେବେ ନୂଆ ଡିଜି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago
କିଏ ହେବେ ନୂଆ ଡିଜି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ

ଅର୍ଗସ ବ୍ୟୁରୋ:  କିଏ ହେବେ ନୂଆ ଡିଜି ? ଏହାର ଚୟନ ପାଇଁ ପକ୍ରିୟା ଆରମ୍ଭ । ତିନି ବରିଷ୍ଠ ଆଇପିଏସ ଅଫିସରଙ୍କ ତଥ୍ୟ ମାଗିଲେ ଗୃହ ବିଭାଗ । ଖୁବଶୀଘ୍ର ରାଜ୍ୟ ପକ୍ଷରୁ ତାଲିକା ପଠାଇବା ନେଇ ସୂଚନା । ଯେ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପରବର୍ତ୍ତୀ ସ୍ଥାୟୀ ପୋଲିସ ଡିଜିଙ୍କ ନାଁ। ରାଜ୍ୟ ପୋଲିସ ବିଭାଗର ତଥ୍ୟ ଅନୁଯାୟୀ ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ରାୟ, ୧୯୮୯ ବ୍ୟାଚର ଆଇପିଏସ୍ ଅଫିସର ଏସ. ଏମ. ନରବାଣେ କିମ୍ବା ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ୱାଇ.ବି ଖୁରାନିଆଙ୍କ ମଧ୍ୟରେ କେହି ଜଣେ ହୋଇ ପାରନ୍ତି ରାଜ୍ୟର ପରବର୍ତ୍ତୀ ପୋଲିସ ଡ଼ିଜି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The process of selecting who will be the new DG has begun | Argus News