Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଣେଶ ପୂଜା ଚାନ୍ଦା ନଦେଵାରୁ ବାଇକ ଜାଳିଦେଲେ

Odisha

ଗଣେଶ ପୂଜା ଚାନ୍ଦା ନଦେଵାରୁ ବାଇକ ଜାଳିଦେଲେ

Manini Pattanayak
Browse all articles by Manini Pattanayak
·1 year ago
ଗଣେଶ ପୂଜା ଚାନ୍ଦା ନଦେଵାରୁ ବାଇକ ଜାଳିଦେଲେ

ସମ୍ବଲପୁର:  ପୂଜା ଚାନ୍ଦା ନଦେଵାରୁ ତୁମୁଳକାଣ୍ତ । ଚାନ୍ଦା ନଦେବାରୁ ଘରେ ପଶି ବାଇକରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ସମ୍ବଲପୁର କ୍ଷେତରାଜପୁର ଥାନା  ଦୁର୍ଗାପାଲି ଠାରେ ଗଣେଶ ପୁଜା ପାଇ ଜୟନ୍ତ ମେହେର ଘରକୁ ରାତିରେ କିଛି ଯୁବକ ଚାନ୍ଦା ମାଗିବା ପାଇ ପହଚିଥିଲେ । ଜୟନ୍ତ ମେହେର ଚାନ୍ଦା ଦେବାକୁ ବିରୋଧ କରିଥିଲେ ।

ଫଳରେ ବିଲମ୍ବିତ ରାତିରେ ଜୟନ୍ତ ଙ୍କ ଘର କୁ ପସି ୨ ଟି ବାଇକରେ ନିଆଲଗାଇ ଦେଇଥିଲେ । ଖବର ପାଇ ଅଗ୍ନିସମ ବିଭାଗ ପହଚି ନିଆ ଲିଭାଇଥିଲା  । ୨ ଟି ବାଇକ, ଗୋଟିଏ ସାଇକେଲ ଓ କିଛି ସିମେଣ୍ଟ ବସ୍ତାରେ ନିଆ ଲାଗି ଥିଲା।  ଯାହାକି ସମ୍ପୁଣ୍ଣ ଭାବେ ପୋଡି ଯାଇଥିଲା। ତେବେ ଏନେଇ ଜୟନ୍ତ ମେହେର କ୍ଷେତରାଜପୁର ଥାନାରେ ଚାନ୍ଦା ନଦେବା କାରଣରୁ ଏଭଲି କାଣ୍ତ ଭିଆଇ ଥିବା ଅଭିଯୋଗ କରିଛନ୍ତି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The rogue broke into the house and set fire to the bike | Argus News