Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଳମ୍ବିତ ରାତିରେ ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Swayangprajna Mishra
Browse all articles by Swayangprajna Mishra
·1 year ago
ବିଳମ୍ବିତ ରାତିରେ ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ : ଗର୍ଭବତୀଙ୍କୁ ହତ୍ୟା କଲେ ଲୁଟେରା । ବିଳମ୍ବିତ ରାତିରେ ଲୁଟ୍ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ । ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପଲିରେ ଘଟିଛି ଅଘଟଣ । ଦୃର୍ବୃତ୍ତମାନେ ଲୁଟ୍ ପାଇଁ ଘରକୁ ପଶିବା ବେଳେ ମହିଳା ବିରୋଧ କରିଥିଲେ  । ଦୃର୍ବୃତ୍ତଙ୍କ ଗୁଳିରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତ ମହିଳାଙ୍କ ଦେହରେ କେତେଟା ଗୁଳି ବାଜିଛି ଜଣା ପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । 

ଅଧିକ ପଢନ୍ତୁ: ଯୁବତୀଙ୍କୁ ହତ୍ୟା ଘଟଣା , ହତ୍ୟାକାରୀକୁ ଧରିଲା AI କ୍ୟାମେରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The rogue killed the pregnant woman late at night | Argus News