|
logo
Live

Argus News - ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Odisha

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Ritu Das
Browse all articles by Ritu Das
·2 years ago
ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ: ଧାନ ଖରିରେ ନିଆଁ ଲଗାଇଦେଲେ ଦୁବୁତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ତବଲା ପଞ୍ଚାୟତ ଖୁଲିଆ ଗ୍ରାମର ରାଜେଶ ମୁଣ୍ତା ନାମକ ଜଣେ ଚାଷୀଙ୍କ ଧାନ ଖରିରେ ନିଆଁ ଲଗାଇଦେଇଛନ୍ତି।

ଖବର ପାଇ ଘଟଣା ସ୍ଥଳକୁ ସମ୍ବଲପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ରାଜେଶ ମୁଣ୍ତା ଜଣେ ଗରିବ ଚାଷୀ ହୋଇଥିବା ବେଳେ ଏଥିରେ ସାଢେ ୩ ଏକର ଧାନ ପୋଡି ପାଉଁଶ ହୋଇଛି । ଆଜି ସକାଳୁ ଏହି ଘଟଣା ଘଟିଥିବା ବେଳେ କିଭଳି ନିଆଁ ଲାଗିଲା ନାଁ କିଏ ଲଗାଇଦେଲା ତାହା ଜଣାପଡ଼ିନି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ | Argus News