ବ୍ରହ୍ମଗିରି ରେଞ୍ଜ ଇଲାକାରେ ବେଧଡକ ଭାବେ ଚାଲିଛି ବିଦେଶୀ ପକ୍ଷୀ ବିକ୍ରି
·2 years ago

ଅର୍ଗସ ବ୍ୟୁରୋ: ବିଦେଶୀ ପକ୍ଷୀ ଗୋଟା ୨୦୦ ଟଙ୍କା । ବ୍ରହ୍ମଗିରି ରେଞ୍ଜ ଇଲାକାରେ ବେଧଡକ ଭାବେ ଚାଲିଛି ବିଦେଶୀ ପକ୍ଷୀ ବିକ୍ରି । ଗୋଟା ପକ୍ଷୀ ଧରି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ବେପାରୀ।
ବ୍ରହ୍ମଗିରିର ଚିଣ୍ଡିପୁଟ ନିକଟରେ ଚାଲିଛି ବିଦେଶୀ ପକ୍ଷୀ ବିକ୍ରୀ । ସବୁ ଜାଣି ଜଳକା ବନବିଭାଗ । ପକ୍ଷୀଙ୍କ ସୁରକ୍ଷା ବଦଳରେ ଶିକାରୀଙ୍କ ସୁରକ୍ଷାରେ ନିୟୋଜିତ କି ବ୍ରହ୍ମଗିରି ବନବିଭାଗ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
