Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହୋଟେଲ ମେଫେୟାରରେ ଅନୁଷ୍ଠିତ LAI ର ସାଟେଲାଇଟ୍‌ ସମ୍ମିଳନୀ

Odisha

ହୋଟେଲ ମେଫେୟାରରେ ଅନୁଷ୍ଠିତ LAI ର ସାଟେଲାଇଟ୍‌ ସମ୍ମିଳନୀ

Banajyotshna Ray
Browse all articles by Banajyotshna Ray
·2 years ago
ହୋଟେଲ ମେଫେୟାରରେ ଅନୁଷ୍ଠିତ LAI ର ସାଟେଲାଇଟ୍‌ ସମ୍ମିଳନୀ

ଅର୍ଗସ ବ୍ୟୁରୋ:  18 ମାର୍ଚ୍ଚ 2024 ସନ୍ଧ୍ୟାରେ ହୋଟେଲ ମେଫେୟାରେ ଲିପିଡ ଆସୋସିଏସନ୍ ଅଫ୍ ଇଣ୍ଡିଆ  LAI ର ସାଟେଲାଇଟ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଲିପିଡ ଆସୋସିଏସ ଅଫ୍‌ ଇଣ୍ଡିଆର ର ସଂସ୍ଥାପକ ଉପସ୍ଥିତ ଥିଲେ। ଏହାସହ ଅନେକ ଡାକ୍ତର ସାମିଲ ଥିଲେ। ଭାରତୀୟ ରୋଗୀମାନଙ୍କ ପାଇଁ ଉଚ୍ଚ କୋଲେଷ୍ଟ୍ରଲ ସ୍ତରର ଚିକିତ୍ସା ପାଇଁ ଅଲଗା ଅଲଗା ମାର୍ଗଦର୍ଶନର ଆବା୍ୟକତା ରହିଛି।

ଏହାସହ ବିଭିନ୍ନ ମେଡିସିନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦ ରୋଗ ବିଶେଷଜ୍ଞ, ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଏବଂ ୨୦୦ ଡାକ୍ତର ସାମିଲ ଥିଲେ। ଏହାସହ ଏସିବି ମେଡିକାଲ କଲେଜର ପ୍ରଫେସର ଜୟନ୍ତ ପଣ୍ଡା ଏହି ଅଧିବେଶନର ପରିଚାଳନା କରିଥିଲେ।ଏବଂ ଏଲଏଆଇ ପାଇଁ ସାଟେଲାଇଟ ସମ୍ମିଳନୀ ଆୟୋଜନ କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The satellite symposium of Lipid Association of India LAI was held at Hotel Mayfair convention on 18th March 2024 evening | Argus News