Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛାତ୍ରଙ୍କୁ ଛାତ୍ରାବାସରେ ଅପ୍ରାକୃତିକ ଯୌନ ଶୋଷଣ ଦେଉଥିଲା ବିଦ୍ୟାଳୟର ରୋଷେୟା

Banajyotshna Ray
Browse all articles by Banajyotshna Ray
·2 years ago
ଛାତ୍ରଙ୍କୁ ଛାତ୍ରାବାସରେ ଅପ୍ରାକୃତିକ ଯୌନ ଶୋଷଣ ଦେଉଥିଲା ବିଦ୍ୟାଳୟର ରୋଷେୟା

ଅର୍ଗସ ବ୍ୟୁରୋ: ଶିକ୍ଷାନୁଷ୍ଠାନରେ କଳଙ୍କ । କୁନି କୁନି ଛାତ୍ରଙ୍କୁ ଛାତ୍ରାବାସରେ ବର୍ଷେ ଧରି ଅପ୍ରାକୃତିକ ଯୌନ ଶୋଷଣ ଦେଉଥିଲା ବିଦ୍ୟାଳୟର ରୋଷେୟା । ଅଭିଯୋଗ ପରେ ବନ୍ଧା ହେଲା ରୋଷେୟା । ମୟୂରଭଞ୍ଜ ଶୁଳିଆପଦା ବ୍ଲକ କୁଜିଡିହି ପଞ୍ଚାୟତର ଧାତିକା ସରକାରୀ ପ୍ରାଥମିକ ବିଦ୍ୟାଳୟର ରୋଷେୟା ନାଁରେ ଅପ୍ରାକୃତିକ  ଯୌନ ଶୋଷଣ ଭଳି ଜଘନ୍ୟ ଅପରାଧ ଘଟାଇଥିବା ଥାନାରେ ଅଭିଯୋଗ ହୋଇଛି ।

ଦୁଧିଆଷୋଳ ଗାଁର ଖକନ କୁମାର ହାଁସଦା ଦଶହରା ଛୁଟି ପୂର୍ବରୁ ଏକ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ବଳପୂର୍ବକ ଅପ୍ରାକୃତିକ ଯୌନଶୋଷଣ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ରୋଷାୟାକୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The school cook was sexually abusing the student in the dormitory | Argus News