Videos
|
Odisha

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା

Ritu Das
Browse all articles by Ritu Das
·1 year ago
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା

ଅର୍ଗସ ବ୍ୟୁରୋ: ପୂର୍ବରୁ ଏଠାରେ ୪ଜଣ ଶିକ୍ଷକ ରହିଥିଲେ । ସେଥିମଧ୍ୟରୁ ଜଣକୁ ଅନ୍ୟ ସ୍କୁଲକୁ ଡେପୁଟେସନରେ ବଦଳି କରାଯାଇଥିଲା ବେଳେ ଅନ୍ୟ ଜଣେ ସ୍ବାସ୍ଥ୍ୟ ଗତ ସମସ୍ୟା କାରଣରୁ  ଛୁଟିରେ ଅଛନ୍ତି । ଏଭଳି ପରିସ୍ଥିତିରେ ଜଣେ ଶିକ୍ଷକ କୌଣସି କାମରେ ବାହାରକୁ ଗଲେ ଜଣେ ଶିକ୍ଷକରେ ସମସ୍ତ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷାଦାନ କରିବାରେ ବ୍ୟାଘାତ ହେଉଛି। 

ଦୀର୍ଘ ଦିନ ଧରି ପାଠ ପଢାରେ ସମସ୍ୟା ସହ ପିଲାମାନେ ମାଡଗୋଳ ଲାଗୁଥିବା ଭଳି ସମସ୍ୟା ଉପୁଜିଛି । ଫଳରେ ଆଜି ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦଳନରେ ଅଭିଭାବକ ଓ ଛାତ୍ରଛାତ୍ରୀ ବସିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The school gate | Argus News