|
logo
Live

Argus News - ସ୍କୁଲରେ ତାଲା, ବାହାରେ ବସିଛନ୍ତି ଛାତ୍ରଛାତ୍ରୀ

Odisha

ସ୍କୁଲରେ ତାଲା, ବାହାରେ ବସିଛନ୍ତି ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago
ସ୍କୁଲରେ ତାଲା, ବାହାରେ ବସିଛନ୍ତି ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ:  ପୁରୀ ସଦର ବ୍ଲକର ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ସ୍କୁଲରେ ତାଲା । ଗ୍ରାମବାସୀମାନେ ସ୍କୁଲ ତାଲା ପକାଇବାରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାମାନେ ବାହାରେ ବସିଛନ୍ତି । ଏଥିସହ ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବାହାରେ ବସିଛନ୍ତି । ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯାଇ ସ୍କୁଲର ତାଲା ଖୋଲାଗଲେ ପିଲାମାନେ ପାଠ ପଢ଼ିପାରିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସ୍କୁଲରେ ତାଲା, ବାହାରେ ବସିଛନ୍ତି ଛାତ୍ରଛାତ୍ରୀ | Argus News