Videos
|
Odisha

ଗାଈର କଟା ମୁଣ୍ଡକୁ ନେଇ ଉତେଜନା, ଟାୟାର ଜାଳି ରାସ୍ତା ରୋକ

Banajyotshna Ray
Browse all articles by Banajyotshna Ray
·2 years ago
ଗାଈର କଟା ମୁଣ୍ଡକୁ ନେଇ ଉତେଜନା, ଟାୟାର ଜାଳି ରାସ୍ତା ରୋକ

ଅର୍ଗସ ବ୍ୟୁରୋ: ରାସ୍ତାରେ ପଡ଼ିଥିବା ଗାଈର କଟା ମୁଣ୍ଡକୁ ନେଇ ଉତ୍ତେଜନା l ଗତକାଲି ବିଳମ୍ବିତ ରାତିରେ ରଣପୁର ହାଟସାହି ନିକଟରେ ଗୋଟିଏ ଗାଈର କଟା ମୁଣ୍ଡ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ l ବାରମ୍ବାର ରଣପୁର ଅଂଚଳରେ ଗୋ ମାଂସ ଚାଲାଣ ହେଉଥିବାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଗୋରୁ ମାଫିଆ ମାନେ ଗାଈକୁ ମାରି ତାର ମାଂସ ନେଇ ଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଟାୟାର ଜାଳି ଗତକାଲି ରାତିରେ ରାସ୍ତା ରୋକ କରିଥିଲେ l ଘଟଣା ସ୍ଥଳରେ ରଣପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ଉଠିଥିଲା l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The severed head of a cow is lying on the road | Argus News