Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ଟିମ

Swayangprajna Mishra
Browse all articles by Swayangprajna Mishra
·2 years ago
ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ଟିମ

ଅର୍ଗସ ବ୍ୟୁରୋ : ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ।

ଅଧିକ ପଢନ୍ତୁ : ଦିଲ୍ଲୀ ଯାଇ ଫେରିଲେ ବିଜେଡିର ତୁଙ୍ଗ ନେତା

ତେବେ ଏହାକୁ ନେଇ ମନମୋହନ ସାମଲ କହିଛନ୍ତି,  "ସବୁ ସିଟ ଉପରେ ଆଲୋଚନା ହେବ । ପର୍ଯ୍ୟବେକ୍ଷକ ମାନଙ୍କଠାରୁ ରିପୋର୍ଟ ଉପରେ ଆଲୋଚନା ହେବ । ମେଣ୍ଟ ଉପରେ ଚର୍ଚ୍ଚା ହୋଇନାହିଁ । ଅତୀତରେ ବିଜେଡ଼ି ମେଣ୍ଟ ସମର୍ଥନ ଦେଇଥିଲା । ୧୪୭  ବିଧାନସଭା ଏବଂ ୨୧ ଲୋକସଭା ଉପରେ ଆଲୋଚନା ହେବ । ମୋ ଜାଣିବାରେ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ।" 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state BJP team went to Delhi after receiving the call | Argus News