Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହେଲ୍ଥ କାର୍ଡ ମିଛ ପ୍ରଚାର, ସବୁ ସୀମା ଲଂଘିଲେ ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ହେଲ୍ଥ କାର୍ଡ ମିଛ ପ୍ରଚାର, ସବୁ ସୀମା ଲଂଘିଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ହେଲ୍ଥ କାର୍ଡ ମିଛ ପ୍ରଚାରର ସବୁ ସୀମା ଲଂଘିଥିଲେ ରାଜ୍ୟ ସରକାର। ଏନେଇ ପୂର୍ବରୁ ଖବର ପ୍ରସାରଣ କରିଛି ଅର୍ଗସ୍। ଆମ ଓଡ଼ିଶା ନବୀନ ଓଡ଼ିଶା ଲିଫ୍ ଲେଟରେ ସଧବାଙ୍କୁ ବିଧବା ସଜାଇ ଦେଇଥିଲେ ରାଜ୍ୟ ସରକାର। ବରଗଡ଼ ଅମ୍ବାଭୋନାରେ ଧରାପଡ଼ିଥିଲା BSKY କାର୍ଡକୁ ନେଇ 24 ବର୍ଷ‌ ସରକାରର ମିଛ। ତେଜକୁଅଁର ପଟେଲଙ୍କ ସ୍ୱାମୀ ବଞ୍ଚିଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶାର ଇ ବୁକଲେଟ୍‌ରେ ତେଜକୁଅଁରଙ୍କୁ ବିଧବା ସଜାଇ ଦେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ତେଜକୁଅଁର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government has crossed all limits of health card fraud | Argus News