|
logo
Live

Argus News - ଆଇପିଏସ ସ୍ତରରେ ବଡ ଅଦଳବଦଳ : ୬ ଜିଲ୍ଲାକୁ ମିଳିଲେ ନୂଆ ଏସପି 

Odisha

ଆଇପିଏସ ସ୍ତରରେ ବଡ ଅଦଳବଦଳ : ୬ ଜିଲ୍ଲାକୁ ମିଳିଲେ ନୂଆ ଏସପି 

Manini Pattanayak
Browse all articles by Manini Pattanayak
·2 years ago
ଆଇପିଏସ ସ୍ତରରେ ବଡ ଅଦଳବଦଳ : ୬ ଜିଲ୍ଲାକୁ ମିଳିଲେ ନୂଆ ଏସପି 

ଭୁବନେଶ୍ୱର:  ଆଇପିଏସ ସ୍ତରରେ ବଡ ଅଦଳବଦ କଲେ ରାଜ୍ୟ ସରକାର।  ବଦଳିଲେ ପୋଲିସ ଟୁଇନସିଟି ପୋଲିସ କମିଶନର । ସଞ୍ଜୀବ ପଣ୍ଡା ହେଲେ ନୂଆ ପୋଲିସ କମିଶନର।  ସେହିପରି ହିମାଂଶୁ ଲାଲ ହେଲେ ଉତ୍ତରାଞ୍ଚଳ  ଆଇଜି। ଦୀପକ କୁମାର  ହେଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି। ସତ୍ୟବ୍ରତ ଭୋଇ ହେଲେ ପୂର୍ବାଞ୍ଚଳ ରେଂଜ ଆଇଜି।

ଜୟନାରାୟଣ  ପଙ୍କଜ ହେଲେ ଦକ୍ଷିଣାଞ୍ଚଳ ଆଇଜି। ବି.ଯୁଗଳ କିଶୋର ହେଲେ କେନ୍ଦ୍ରାପଡା ଏସପି। ମଡକର ସନ୍ଦୀପ ସଂପଦ ହେଲେ ଢେଙ୍କାନାଳ ଏସପି। ହରିଶ ବି.ସି ହେଲେ ରାୟଗଡା ଏସପି। ୟଶପ୍ରତାପ ଶ୍ରୀମଲ ହେଲେ ସୋନପୁର ଏସପି। ପୁରୀ ଏସପି ହେଲେ ପିନାକ ମିଶ୍ର। ରାମ ପ୍ରସାଦ ସାହୁ ହେଲେ ଦେବଗଡ ଏସପି।  ଏହି ଅଦଳବଦଳରେ  ୬ ଜିଲ୍ଲାକୁ ମିଳିଲେ ନୂଆ ଏସପି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଇପିଏସ ସ୍ତରରେ ବଡ ଅଦଳବଦଳ : ୬ ଜିଲ୍ଲାକୁ ମିଳିଲେ ନୂଆ ଏସପି  | Argus News