Videos
|
Odisha

ପୁଣି ଖୋଲିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ

Manini Pattanayak
Browse all articles by Manini Pattanayak
·2 years ago·1 min read
ପୁଣି ଖୋଲିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ

ବାଲେଶ୍ୱର:  ପୁଣି ଖୋଲିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ। ସ୍ବାସ୍ଥ୍ୟ କାର୍ଡ ନାଁରେ ମିଛ ପ୍ରଚାର କରୁଛନ୍ତି ବିଜେଡି ସରକାର l ଏହାର ପୋଲ ଖୋଲିଛନ୍ତି ବାଲେଶ୍ବରର ଜଣେ ମହିଳା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ କୌଣସି ସୁବିଧା ପାଇନଥିବା ବବିତାଙ୍କ ଫଟୋ ବହିରେ ବାହାର କରି ପୁଣି ବିବାଦରେ ବିଜେଡି। ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମ ର ବବିତା ଦାସଙ୍କ ଫଟୋକୁ ବିଷ୍ଣୁପୁର ପଂଚାୟତର ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇ ବଣ୍ଟା ଯାଉଛି।

 ବହିରେ ବବିତା ଦାସ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ସମ ହସ୍ପିଟାଲରେ ଷ୍ଟୋନ ଅପରେସନ ହୋଇଥିବା ନେଇ ବିଜେଡିର ମିଛ ପ୍ରଚାରକୁ ବବିତା ଦାସ ବିରୋଧ କରିଛନ୍ତି l ମହିଳା ଜଣକ ସମ୍ପୂଣ ସୁସ୍ଥ ଥିବା ବେଳେ ମହିଳା ଙ୍କ ନାମ ରେ ମିଛ ଫଟୋ ପ୍ରଚାର ପରେ ପରିବାର ରେ ଅସାନ୍ତି ର ବାତାବରଣ ସୃଷ୍ଟି ହୋଇଛି l  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The state government's lie propaganda poll in the name of Biju Swasthya Kalyan Yojana has opened again | Argus News