Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅତ୍ୟଧିକ ଗୁଳୁଗୁଳିରୁ ଅଚେତ ହେଲେ ଛାତ୍ରଛାତ୍ରୀ

Odisha

ଅତ୍ୟଧିକ ଗୁଳୁଗୁଳିରୁ ଅଚେତ ହେଲେ ଛାତ୍ରଛାତ୍ରୀ

Ritu Das
Browse all articles by Ritu Das
·1 year ago
ଅତ୍ୟଧିକ ଗୁଳୁଗୁଳିରୁ ଅଚେତ ହେଲେ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ଅତ୍ୟଧିକ ଗୁଳୁଗୁଳିରୁ ଅଚେତ ହେଲେ ଛାତ୍ରଛାତ୍ରୀ। ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତର ସପନେସ୍ୱର ହାଇ ସ୍କୁଲର ଘଟଣା। ୪ ଜଣଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। 

ବିଦ୍ୟୁତ କାଟ ଓ ଅତ୍ୟଧିକ ଗୁଳୁଗୁଳି ପାଇଁ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ତେବେ ସ୍କୁଲରେ 5t କାର୍ଯ୍ୟକାରୀ ହୋଇଥିବା ବେଳେ ଇନଭର୍ଟର ନାହିଁ । ମେଡ଼ିକାଲ ପହଞ୍ଚି ଛାତ୍ରଛାତ୍ରୀଙ୍କ  ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The students | Argus News