Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭ମ ବେତନ ଲାଗୁ  ନକଲେ ପରୀକ୍ଷାରେ ସାହାଯ୍ୟ କରିବେ ନାହିଁ  କହିଲେ ଶିକ୍ଷକ

Manini Pattanayak
Browse all articles by Manini Pattanayak
·2 years ago
୭ମ ବେତନ ଲାଗୁ  ନକଲେ ପରୀକ୍ଷାରେ ସାହାଯ୍ୟ କରିବେ ନାହିଁ  କହିଲେ ଶିକ୍ଷକ

ଭୁବନେଶ୍ୱର:  ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ଏପଟେ ଲୋୟର ପିଏମଜିରେ ଆନ୍ଦୋଳନରତ ଅଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ।  ୧୯୪ ସ୍କୁଲକୁ ଅନୁଦାନ ଦେବା ପାଇଁ ଦାବି କରିଛନ୍ତି ।

୭ମ ବେତନ ଲାଗୁ କରିବାକୁ ଦାବି କରୁଛନ୍ତି ଶିକ୍ଷକ। ସେପଟେ ପେନସନ କାହିଁକି ସରକାର ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ଶିକ୍ଷକ। ରାଜ୍ୟରେ ଓଷ୍ଟା ଶିକ୍ଷକଙ୍କ ସଂଖ୍ୟା ୩୦,୦୦୦ । ଦାବି ପୂରଣ ନହେଲେ ଆସନ୍ତାକାଲି ପରୀକ୍ଷାରେ ସାହାଯ୍ୟ କରିବେ ନାହିଁ ବୋଲି ଚେତାବନି ଦେଲେ ଶିକ୍ଷକ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The teacher said that he will not help in the examination if he does not apply the 7th salary | Argus News