Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କଲା ତାପମାତ୍ରା

Ritu Das
Browse all articles by Ritu Das
·2 years ago
ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କଲା ତାପମାତ୍ରା

ଅର୍ଗସ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା। ସବୁଠି ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ସାଢେ ୮ଟା ସୁଦ୍ଧା ସବୁ ସହରରେ ରେକର୍ଡ କରିଛି ତାପମାତ୍ରା। 
ବାରିପଦା 38.4°C
ତାଳଚେର 37.8°C 
ବାଲେଶ୍ୱର 36.6°C 
କେନ୍ଦୁଝର 36.4°C
କଟକ 35.8°C
ଭଦ୍ରକ 35°C 
ରାଉରକେଲା 35°C
ଭବାନୀପାଟଣା 34.8°C 
ଭୁବନେଶ୍ୱର 34.6°C 
ଝାରସୁଗୁଡା 34.6°C 
ହୀରାକୁଦ 34.4°C 
ଚାନ୍ଦବାଲି 34.2°C
ବଲାଙ୍ଗୀର 34°C 
କେନ୍ଦ୍ରାପଡ଼ା 34°C
ଅନୁଗୁଳ 34°C

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The temperature | Argus News