Videos
|
Odisha

ପାଣି ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏ ଦର୍ଶନ ବନ୍ଦ କଲେ ମନ୍ଦିର ପ୍ରଶାସନ

Rashmita Mishra
Browse all articles by Rashmita Mishra
·2 years ago
ପାଣି ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏ ଦର୍ଶନ ବନ୍ଦ କଲେ ମନ୍ଦିର ପ୍ରଶାସନ

ଅର୍ଗସ ବ୍ୟୁରୋ: ପଞ୍ଚଲିଙ୍ଗେଶ୍ବର ଦର୍ଶନ ବନ୍ଦ । ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉଚ୍ଚର ଝରଣା ପାଣି। ଅନିର୍ଦ୍ଦିଷ୍ଟ କାଳ ଯାଏ ଦର୍ଶନ ବନ୍ଦ କଲେ ମନ୍ଦିର ପ୍ରଶାସନ । ଲଗାଣ ବର୍ଷାରେ ମନ୍ଦିର ପାହାଚ ସହିତ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଝରଣା ପାଣି ଲହଡି ଭାଙ୍ଗୁଛି । ପାଣିର ସୁଅ ପ୍ରଖର ଥିବାରୁ ଲିଙ୍ଗ ସ୍ପର୍ଶ କରିବା ପାଇଁ ବାରଣ କରାଯାଇଛି । ବାବାଙ୍କୁ ସ୍ପର୍ଶ କରିନପାରି ରାଜ୍ୟ ବାହାରୁ ଆସିଥିବା ଭକ୍ତ  ନିରାଶ ହୋଇ ଫେରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: