ନଭେମ୍ବର ତୃତୀୟ ସପ୍ତାହରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି
·1 year ago

ଅର୍ଗସ ବ୍ୟୁରୋ: ନଭେମ୍ବର ତୃତୀୟ ସପ୍ତାହରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ମହିଳା ହେବେ ଉପକୃତ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା, ଖାରଜ ହୋଇଥିବା ଆବେଦନର ହେବ ରି-ଚେକ୍ । ରି-ଚେକ୍ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ଵ ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: