Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘ ସମୟର ଅପରେସନ ପରେ ଧରାପଡ଼ିଲା ବାଘ

Ritu Das
Browse all articles by Ritu Das
·2 years ago
ଦୀର୍ଘ ସମୟର ଅପରେସନ ପରେ ଧରାପଡ଼ିଲା ବାଘ

ଅର୍ଗସ ବ୍ୟୁରୋ: ଦୀର୍ଘ ସମୟର ଅପରେସନ ପରେ ଧରାପଡ଼ିଲା ବାଘ । ବାଲେଶ୍ୱର ଖଇରା ବ୍ଳକ ଗଡ଼ ଗାଁରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ । ବାଘ ଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । 

୬ ଜଣ ବାଘ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍ ଟିମ୍ ପକ୍ଷରୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିବା ବେଳେ ବାଘକୁ ଧରିବାରେ ସଫଳ ହୋଇଛନ୍ତି ବନ କର୍ମଚାରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The tiger was caught | Argus News