Videos
|
Odisha

ରେଡ ଲାଇଟ ଜଳିବା ପରେ ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଟ୍ରାଫିକ ପୋଲିସ

Smruti Parija
Browse all articles by Smruti Parija
·2 years ago
ରେଡ ଲାଇଟ ଜଳିବା ପରେ ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଟ୍ରାଫିକ ପୋଲିସ

ଅର୍ଗସ ବ୍ୟୁରୋ: ଅମାନିଆ ହେବେ ସାବାଡ଼। ଏଣିକି ଟ୍ରାଫିକ ପୋଷ୍ଟରେ ରେଡ ଲାଇଟ ଜଳିବା ପରେ ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଟ୍ରାଫିକ ପୋଲିସ। ମୋଟା ଅଙ୍କର ଦେବାକୁ ପଡିବ ଫାଇନ । ଲାଇସେନ୍ସ ବାତିଲ ହେବା ସହ ଜେଲ ପଠାଇବ ଟ୍ରାଫିକ ପୋଲିସ। ଏ ନେଇ ବ୍ୟାପକ ଭାବେ ଭୁବନେଶ୍ୱରରେ ବିଭିନ୍ନ ଜାଗାରେ ଏନ୍ଫୋର୍ସମେଣ୍ଟ ଚଳାଇଛି ଟ୍ରାଫିକ ପୋଲିସ। ପୋଲିସ ନଥିଲେ ବି ଯଦି କୌଣସି ଟ୍ରାଫିକ ପୋଷ୍ଟରେ ନିୟମ ଭାଙ୍ଗନ୍ତି ତେବେ କ୍ୟାମେରା ମାଧ୍ୟମରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ରେଡ ଲାଇଟ ନୁହେଁ ବରଂ ମଦ ପିଇ ଗାଡି ଚଳାଇଲେ, ରଙ୍ଗରୁଟ ଓ ମୋବାଇଲ ରେ କଥା ହୋଇ ଗାଡି ଚଳାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: