୨୦ ଫୁଟ୍ ତଳକୁ ଖସିଲା ଟ୍ରକ-ହାଇୱା
·2 years ago

ସୁନ୍ଦରଗଡ: ବଣଭୋଜି ସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା । ଟ୍ରକ ଓ ହାଇୱ ୨୦ ଫୁଟ୍ ତଳକୁ ଖସି ପଡିଥିବା ବେଳେ ଜେସିବି ଦ୍ବାରା ଏହାକୁ ଉଠାଇବାକୁ ଚେଷ୍ଟା ଜାରି ରହିଛି ।
ବେଆଇନ ବାଲି ଚାଲାଣ ପାଇଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠା ନେଉନି ପ୍ରଶାସନ । ଯାହା ଫଳରେ ଆଜି ୫ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: