Videos
|
Odisha

ଟ୍ରକ୍‌କୁ ପଛରୁ ପିଟିଲା ପରିବା ବୋଝେଇ ପିକଅପ୍‌

Ritu Das
Browse all articles by Ritu Das
·2 years ago
ଟ୍ରକ୍‌କୁ ପଛରୁ ପିଟିଲା ପରିବା ବୋଝେଇ ପିକଅପ୍‌

ଅର୍ଗସ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ୨ ମୃତ। ଟ୍ରକ୍‌କୁ ପଛରୁ ପିଟିଲା ପରିବା ବୋଝେଇ ପିକଅପ୍‌ ଭ୍ୟାନ। ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଛି।  ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।

2ମୃତକ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁର ହୋଇଥିବା ସୂଚନା ମିଳିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The truck was | Argus News Odia