Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି

Banajyotshna Ray
Browse all articles by Banajyotshna Ray
·1 year ago
ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି

ଅର୍ଗସ ବ୍ୟୁରୋ:  ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି । ଦେଖା ଦେଇଥିବା ତୀବ୍ର ଉତ୍ତେଜନା ଏବେ ନିୟନ୍ତ୍ରଣରେ ରହିଛି । ଏହାକୁ ଏବେ ସମ୍ପୂର୍ଣ୍ଣ ପ୍ରଶମିତ କରାଯାଇଛି ଏବଂ ଶାନ୍ତି ବଜାଇ ରହିଛି । ତେବେ ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଏହାସହ BNSSର ୧୬୩ ଧାରା ବଳବତ୍ତର ରହିଛି । ସେହିପରି ପୂର୍ବରୁ ୪୮ ଇଣ୍ଟରନେଟ ସେବା ବନ୍ଦ କଟକଣା ରହିଥିବା ବେଳେ ଏହାକୁ ଆହୁରି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି । ଏଥି ସହ ଆଜି ଧାମନଗରରୁ ଆହୁରି 7 ଜଣଙ୍କୁ ଗିରଫ କରାଯାଇଛି । ମୋଟ ଗିରଫ ସଂଖ୍ୟା 15କୁ ବୃଦ୍ଧି

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The turbulent Bhadrak has now calmed down | Argus News