Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଯୁବକ ଗଲେ ଜେଲ୍  

Odisha

ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଯୁବକ ଗଲେ ଜେଲ୍  

Manini Pattanayak
Browse all articles by Manini Pattanayak
·1 year ago
ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଯୁବକ ଗଲେ ଜେଲ୍  

 ବଲାଙ୍ଗୀର:  ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଯୁବକ ଗଲେ ଜେଲ୍ । ଟିଟିଲାଗଡ଼ ଥାନା ସର୍ଗିଗୁଡା ଗାଁର ବିରଞ୍ଚି ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ପରେ ଡାକ୍ତର ଗୌରବ ପଣ୍ଡାଙ୍କୁ ଆଉ ଥରେ ଚେକ୍‌ କରନ୍ତୁ ବୋଲି ବିରଞ୍ଚିଙ୍କ ପରିବାରବର୍ଗ କହିଥିଲେ ।

ଡାକ୍ତର ଗୌରବ ପୁଣି ବିରଞ୍ଚି ସାହୁ ମୃତ ବୋଲି କହିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରଞ୍ଚିଙ୍କ ପରିବାର ଲୋକ ଡାକ୍ତରଙ୍କୁ ମାଡ଼ ମାରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The two youths went to jail after beating up the doctor | Argus News