Videos
|
Odisha

ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ

Banajyotshna Ray
Browse all articles by Banajyotshna Ray
·1 year ago
ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ

ଅର୍ଗସ ବ୍ୟୁରୋ:  ସରକାରୀ ମଦ ଦୋକାନରେ ନକଲି ମଦ। ବରମୁଣ୍ଡାର ଏକ ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ। ପାଖାପାଖି ୪୦ ଲକ୍ଷ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ। ନକଲି ସିଲ ଓ ନକଲି ମଦ ତିଆରି କରି ମଦ ମାଫିଆ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଏହି ମଦ ଦୁର୍ନୀତି ମାମଲା ବଢ଼ି ବଢ଼ି ଚାଲିଛି। ମଦ ମାଫିଆ ନକଲି ମଦ ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ପୋଲିସ ଏହି ଘଟଣାର ଖୋଳତାଡ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The unemployment department has seized fake liquor from government-approved shops | Argus News