Videos
|
Odisha

 ଭିଜିଲାନ୍ସ  କବ୍‌ଜାରେ କନିଷ୍ଠ ଯନ୍ତ୍ରୀ  

Manini Pattanayak
Browse all articles by Manini Pattanayak
·1 year ago
 ଭିଜିଲାନ୍ସ  କବ୍‌ଜାରେ କନିଷ୍ଠ ଯନ୍ତ୍ରୀ  

 ବଲାଙ୍ଗିର: ଭିଜିଲାନ୍ସ ହାତରେ ଧରାପଡିଲେ ବେଲପଡ଼ା କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ । ପାଟଣାଗଡ ଉପଖଣ୍ଡର ବେଲପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ  ଯନ୍ତ୍ରୀ  ହରେକୃଷ୍ଣ ସାହୁ ଜଣେ ହିତାଧିକାରୀ ଙ୍କ ଠାରୁ 7000 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ଟିମ୍ ମାଡ଼ି ବସିଥିଲା।  

ସୂଚନାବୁତାବକ,  ବ୍ଲକ ସର୍ଗୀମୁଣ୍ଡା ରେ  ମନରେଗା ଯୋଜନାରେ କନିଷ୍ଠ ଯନ୍ତ୍ରୀ  ଗ୍ରାମର  ପୂର୍ବରୁ  ମୀନକେତନ ଚାହର ନାମକ ଜଣେ ବ୍ୟକ୍ତି ଠୁ 15000 ହଜାର ଟଙ୍କା ନେଇଥିଲେ । ଆଜି ପୁଣି କନିଷ୍ଠ ଯନ୍ତ୍ରୀ 7000ହଜାର ଟଙ୍କା ଲାଞ୍ଚ ମାଗିବାରୁ  ବ୍ୟକି ଜଣକ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ମୁତାବକ ଯୋଜନା ଅନୁଯାୟୀ ବ୍ୟକ୍ତି ଜଣକ ଯନ୍ତ୍ରୀଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ ।  ସଂପୃକ୍ତ କନିଷ୍ଠ ଯନ୍ତ୍ରୀ କୁ  ଭିଜିଲାନ୍ସ ବିଭାଗ ଧରି  ବରଗଡ଼ ନେଇଥିବା ଜଣାପଡ଼ିଛି ।
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The vigilance team was raid while taking a bribe of 7000 thousand rupees | Argus News