Videos
|
Odisha

ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଭୁବନ ଗାଁ ଉତ୍ସବମୁଖର

Ritu Das
Browse all articles by Ritu Das
·2 years ago
ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଭୁବନ ଗାଁ ଉତ୍ସବମୁଖର

ଅର୍ଗସ ବ୍ୟୁରୋ: ପବିତ୍ର ଦୋଳ ପୂର୍ଣ୍ଣମୀରେ ଭୁବନର ଗୋପାଳ ବସ୍ତୀ ଉତ୍ସବମୁଖର ହୋଇ ଉଠିଛି। ଘରେଘରେ ପିଠାପଣାର ଆସର ଜମିଥିବା ବେଳେ ନୂତନ ବସ୍ତ୍ର ପରିଧାନ କରି ଗୋପାଳ ସଂପ୍ରଦାୟର ଲୋକମାନେ ଆଡମ୍ବର ସହକାରେ ପର୍ବ ପାଳନ କରିଛନ୍ତି। 

ତେବେ ଏହି ଅବସରରେ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ନାନା ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ରୋଷଣୀ କରି ସହର ପରିକ୍ରମା କରିଛନ୍ତି। ଗୋପାଳ ଯୁବକମାନେ ବଡ ଆଗ୍ରହର ସହକାରେ ଲଉଡି ଖେଳିର ତାଳେ ତାଳେ ପ୍ରଭୁ କୃଷ୍ଣଙ୍କର ସେହି ଲିଳାଖେଳକୁ ମନେ ପକାଉଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The village of | Argus News