Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

Rashmita Mishra
Browse all articles by Rashmita Mishra
·1 year ago
ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

ଅର୍ଗସ ବ୍ୟୁରୋ: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର  । ଭୟଭୀତ ଅବସ୍ଥାରେ 8 ଟି ପଞ୍ଚାୟତର ଲୋକେ। ଘରେ ହେଉ କି ବାହାରେ ସବୁଠି ଲହଡି ମାରୁଛି ସୁବର୍ଣ୍ଣରେଖା ନଦୀର ପାଣି । ପାଣି ଘେରରେ ଅନେକ ପଞ୍ଚାୟତ ରହିଛି । ଆଗକୁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢିଲେ ଅନେକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଇଛି। ସେପଟେ ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥିତି ପରଖିବା ସହ ବନ୍ୟା ସ୍ଥିତି କରିବେ ସମୀକ୍ଷା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The water level of Golden Line river is increasing | Argus News