Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିଲା ଡ୍ୟାମର ଜଳସ୍ତର 

Manini Pattanayak
Browse all articles by Manini Pattanayak
·1 year ago
  ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିଲା ଡ୍ୟାମର ଜଳସ୍ତର 

ମୟୂରଭଞ୍ଜ:  ଖୋଲିଲା କାଳଡ୍ୟାମ୍‌ ଗେଟ୍ । ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିଲା ଡ୍ୟାମର ଜଳସ୍ତର । ଯାହାକୁ ନେଇ ଖୋଲାଯାଇଛି ଡ୍ୟାମର ଗୋଟିଏ ଗେଟ୍ ।

ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ବିପଦ ସଂକେତ ଛୁଇଁବାରୁ ଡ୍ୟାମର ଜଳସ୍ତର କମାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The water level of the kala dam increased due to heavy rain upstream | Argus News