Videos
|
Odisha

ସ୍ବାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ 

Manini Pattanayak
Browse all articles by Manini Pattanayak
·1 year ago
ସ୍ବାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ 

 ମୟୂରଭଞ୍ଜ:  ପାରିବାରିକ କଳହର କରୁଣ ପରିଣତି। ସ୍ବାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ । ବାରିପଦା ଟାଉନ ଥାନା ୧୨ ନମ୍ବର ଓ୍ବାର୍ଡର ପ୍ରଫୁଲ୍ଲ ନଗର ଡୁଟୁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ମୃତକ ଜଣକ ହେଲେ ଯମୁନା ସିଂ। ଏନେଇ ଯମୁନାଙ୍କ ପରିବାର  ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୁକ୍ତ  ସୁନା ସିଂ ଫେରାର ଥିବା ଜଣାପଡ଼ିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The wife is dead after being brutally beaten by her husband | Argus News