Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତାକୁ ଓହ୍ଲାଇ ଜୋରଦାର୍ ପ୍ରତିବାଦ କଲେ ମହିଳା

Banajyotshna Ray
Browse all articles by Banajyotshna Ray
·2 years ago
ରାସ୍ତାକୁ ଓହ୍ଲାଇ ଜୋରଦାର୍ ପ୍ରତିବାଦ କଲେ ମହିଳା

ଅର୍ଗସ ବ୍ୟୁରୋ: ପାଣି ପାଇଁ ତାତିଲେ ମହିଳା । ରାସ୍ତାକୁ ଓହ୍ଲାଇ ଜୋରଦାର୍ ପ୍ରତିବାଦ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି । ଯାହାକୁ ନେଇ ଆଜି ୩ ନଂ ୱାର୍ଡର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପଡାର ଶହ ଶହ ମହିଳା ମାଠିଆ, ବାଲ୍ଟି, ଗରା ଧରି ଦୁର୍ଗା ମନ୍ଦିରଠାରେ ବିଜୁ ଏକ୍ସପ୍ରେସ ୱେଠାରେ ରାସ୍ତା ଅବରୋଧ କରିଛନ୍ତି । ବସୁଧା ଯୋଜନାରେ ଘର ମୁହଁକୁ ପାଣି ଟ୍ୟାପ୍ ଲାଗିଛି ସତ । ହେଲେ ପାଣି ଆସୁ ନାହିଁ । ଫଳରେ ମହିଲା ମାନେ ଦୀର୍ଘ କିମି ପାଣି ଆଣିବା ଯାଇଥାନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The woman came down to the street and protested loudly | Argus News